ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଆତ୍ମ ସୁରକ୍ଷା ତାଲିମ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ହିକୁଡ଼ି ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଛି । ଏହି ଅବସରରେ ଅଧ୍ୟକ୍ଷ ଶୈଳେଶ ନାୟକ, ଆଇଟିଆଇ ପ୍ରଶିକ୍ଷକ ଶ୍ରୀବନ୍ତ ନାୟକ, ସତ୍ୟପ୍ରଜ୍ଞା ଥନାପତି, ବଦ୍ରିନାରାୟଣ ମହାପାତ୍ର, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମାଷ୍ଟର ଟ୍ରେନର ଭାବେ ସୁରଜ ପୁଝାରୀ ଓ ନିମେଇଁ ନାଏକ, ଶାରୀରିକ ଶିକ୍ଷକ ନରେନ୍ଦ୍ର ବରାଳ ପ୍ରମୁଖ ଯୋଗ ଦେଇଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes