ସରକାରୀ ଜମିରେ ନିର୍ମିତ ଘର ଉପରେ ପ୍ରଶାସନର ବୁଲଡୋଜର

ଅନୁଗୁଳ ଜିଲ୍ଲା ତାଳଚେରର ବୀରବରପଲ୍ଲୀରେ ସରକାରୀ ଜମିରେ ନିର୍ମିତ ବେଆଇନ ଅଟାଳିକାଗୁଡିକୁ ଆଜି ଭାଙ୍ଗିଛି ପ୍ରଶାସନ।

ଏହାପରେ ବିଭିନ୍ନ ଏରିଆର ସରକାରୀ ଜମି ଉପରେ ଘରଗୁଡିକୁ ଭଙ୍ଗାଯିବା ନେଇ ସୂଚନା ଦେଇଛି ତାଳଚେର ପ୍ରଶାସନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes