ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ପୁଣି ଆଜି ପ୍ରଶ୍ନପତ୍ର ଲିକ

ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଗତକାଲି ଯୁକ୍ତ ତିନି ତୃତୀୟ ବର୍ଷ ଏଜୁକେସନ ବିଷୟର ପ୍ରଶ୍ନପତ୍ର ଲିକ ହେବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା l
ଆଜି ପୁଣି ଫିଜିକ୍ସ ବିଷୟର ପ୍ରଶ୍ନପତ୍ର ଲିକ ହେବାରୁ ପରୀକ୍ଷା ବାତିଲ ହେବା ଆଶଙ୍କା ଦେଖାଦେଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes