ତାଳଚେର ରେମୁଆଁ ସ୍ଥିତ ସୌଭାଗ୍ୟ ମଣ୍ଡପ ଠାରେ ତାଳଚେର ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନର ଦ୍ୱିତୀୟ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ କ୍ଷିରୋଦ ସାହୁଙ୍କୁ ଗୋପବନ୍ଧୁ ପ୍ରତିଭା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି ।
Credible Local News of Odisha