ସମଲେଇ ଯୋଜନା ପ୍ରକଳ୍ପର ଭୂମିପୂଜା ଅନୁଷ୍ଠିତ

ଏଥିରେ ସମ୍ବଲପୁର ଜିଲ୍ଲାପାଳଙ୍କ ସମେତ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଓ ଠିକା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାଜ୍ୟ ସରକାର ସମଲେଶ୍ବରୀ ମନ୍ଦିର ବିକାଶ ପାଇଁ ସମଲେଇ ଯୋଜନାରେ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ଆରମ୍ଭ ହେବା ପାଇଁ ଘୋଷଣା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes