ସମଲିଙ୍ଗୀ ଆପ ନାମରେ ଲକ୍ଷେ ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଜଣେ ଫାର୍ମାସିଷ୍ଟ ଏକ ସମଲିଙ୍ଗୀ ଆପ ଜରିଆରେ ଜଣଙ୍କ ସହ ପରିଚିତ ହେବା ପରେ ତାଙ୍କୁ ଭେଟିବାକୁ ତମାଣ୍ଡୋ ଯାଇଥିଲେ l

ଏହି ସମୟରେ ଆପ ଜରିଆରେ ତାଙ୍କୁ ଡକାଇଥିବା ଯୁବକମାନେ ଧମକାଇ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ନେଇଯାଇଥିଲେ l କିଛି ଦିନ ଲୋକଲଜ୍ଜା ଭୟରେ ନିରବ ରହିବା ପରେ ସେ ଏବେ ଅଭିଯୋଗ କରିବାରୁ ପୁଲିସ ଜଣଙ୍କୁ ଗିରଫ କରିଛି ଏବଂ ଦୁଇଜଣ ଫେରାର ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes