ସମବାୟ ବିଭାଗର ଜନଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ବିଭାଗୀୟ ଅଧିକାରୀ ମାନେ ଜନଶୁଣାଣି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି l ଆଜି ଲୋକସେବା ଭବନରେ ଏ ନେଇ ବିଭାଗର ଏକ ସମୀକ୍ଷା ବୈଠକ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes