ସମନ୍ୱୟ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଧାରଣା

ଆଜି ବରଗଡ଼ ସହରାଞ୍ଚଳ ସମନ୍ୱୟ ଶିଶୁ ଓ ମହିଳା ବିକାଶ
କାର୍ଯ୍ୟାଲୟ ସମ୍ମୁଖରେ ବିଭିନ୍ନ ପ୍ରକାରର ସମସ୍ୟା ନେଇ ଧାରଣା ପ୍ରଦର୍ଶନ କରିଛନ୍ତି ବରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି ଓ ସହାୟକ କର୍ମୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes