ସବୁ ଦିଗରୁ ରାଇମୋହନଙ୍କ ମୃତ୍ୟୁର ତଦନ୍ତ ହେଉଛି :ପୁଲିସ

ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା କିମ୍ବା କେହି ତାଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇଛି ସେ ନେଇ ତଦନ୍ତ ଚାଲିଥିବା ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି l
ତାଙ୍କର କୌଣସି ଆର୍ଥିକ ସମସ୍ୟା ନ ଥିଲା ବୋଲି ବନ୍ଧୁ ଓ ସମ୍ପର୍କୀୟ ମାନେ କହିଥିବାରୁ ମୃତ୍ୟୁ ପଛରେ ପାରିବାରିକ ସମସ୍ୟା ନେଇ ପୁଲିସ ଖୋଳତାଡ଼ କରୁଛି l ଦୁଇ ଝିଅ, ପତ୍ନୀ, ପୁତୁରାଙ୍କୁ ଜେରା କରାଯିବା ସହ ରାଇମୋହନଙ୍କ ମୋବାଇଲ ଫୋନକୁ ପରୀକ୍ଷା ପାଇଁ ଟେକ୍ନିକାଲ ଟିମକୁ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes