ସଫା କରିବା ଆଳରେ ଲୁଟିନେଲେ ଚାରି ଭରି ସୁନା

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ଗ୍ରାମରେ ଆଜି ଜଣେ ମହିଳାଙ୍କ ଠାରୁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ସୁନା ଦୁର୍ବୃତ୍ତ ଲୁଟି ନେଇଛନ୍ତି l

ଦୁର୍ବୃତ୍ତ ମାନେ ସଫା କରିବା ଆଳରେ ସୁନାକୁ ଲୁଟି ନେଇଥିବା ମହିଳା ଥାନାରେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes