ସତ୍ୟ ପ୍ରସନ୍ନ ଦିବା ଓ ରାତ୍ର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟ୍ରଫି ବୁଲିଲା ସହର

ଶଙ୍କର ସ୍ପର୍ଟିଂ କ୍ରିକେଟ ଏକାଡେମି ପକ୍ଷରୁ ଚିନ୍ମୟ ମେମୋରିଆଲ ଅଲ୍ଇଣ୍ଡିଆ ସତ୍ୟ ପ୍ରସନ୍ନ ଦିବା ଓ ରାତ୍ର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଳନ ଅବସରରେ ଆଜି ଏହାର ଟ୍ରଫି ଉନ୍ମୋଚନ ହୋଇ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଖେଳ ପଡିଆ ରେ ପହଞ୍ଚିଛି। ଆଜି ଶଙ୍କର ସ୍ପୋର୍ଟ ଓ ପ୍ରେସ ଇଲେଭେନ୍ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଠାରୁ ସାତ ଦିନ ବ୍ୟାପୀ ଖେଳ ର ଶୁଭାରମ୍ଭ ହେବ। ଏଥିରେ ବହୁ ନାମୀ ଦାମୀ ଖେଳାଳି ଖେଳ ପ୍ରଦର୍ଶନ କରିବେ ବୋଲି ଆୟୋଜକ ସୌମ୍ୟ ଶଙ୍କର ଚକ୍ର କହିଛନ୍ତି। , ଆସନ୍ତା ୭ ତାରିଖ ରେ ଉଦଯାପିତ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes