ସଡ଼କ ଦୁର୍ଘଟଣାରେ ବରିଷ୍ଠ ଓକିଲ ପଞ୍ଚାନନ ପରିଡ଼ାଙ୍କ ଦେହାନ୍ତ

ବରିଷ୍ଠ ଓକିଲ ପଞ୍ଚାନନ ପରିଡ଼ାଙ୍କ ଆଜି ସକାଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସେ ଛାତ୍ର ଥିବାବେଳେ ଏଆଇଏସ୍ଏଫରେ ଯୋଗ ଦେଇଥିଲେ। ସିପିଆଇରୁ ସେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ୧୯୮୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ସେ ‘ଦଳିତ ବାର୍ତ୍ତା’ ସମ୍ବାଦ ପତ୍ରିକାର ସମ୍ପାଦନା କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes