ସଡକ ଦୁର୍ଘଟଣାରେ ଯୁବକ ମୃତ

କେନ୍ଦୁଝର ଜିଲ୍ଲା ପାଟଣା ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟ ୱାଡା ରାସ୍ତାର ଧାନ ବେଣୀ ନିକଟରେ ଶୁକ୍ରବାର ରାତ୍ରି ଏକ ବାଇକ କୁକୁକୁଡ଼ା ବୋଝେଇ ପିକ ଅପ ଭ୍ୟାନ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମୃତ ବାଇକ ଆରୋହୀ ଜଣକ ହେଉଛନ୍ତି ସାହାରପଡା ବ୍ଲକ ଗଣ୍ଡବେଡା ପଂଚାୟତ ସୁଆଗ ପୁର ଗ୍ରାମ ରଣଜିତ ମୁଣ୍ଡା (୧୭) । ସେ ବାଇକରେ ପାଟଣା ବଜାରରୁ ଘରକୁ ଯାଉଥିବା ବେଳେ ଧାନ ବେଣୀ ନିକଟରେ ଏକ ପିକ ଅପ ତାଙ୍କୁ ଧକ୍କା ଦେଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes