ଭୁବନେଶ୍ବରରେ ଆଜି ତାତି ଅଧିକ ରହିଥିବା ବେଳେ ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ ହୋଇଛି।
ଆଦ୍ରତା ୭୯ ପ୍ରତିଶତ ରହିଥିବାରୁ ତାତି ସହ ପ୍ରବଳ ଗୁଳୁଗୁଳି ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
Credible Local News of Odisha