ସଂପୂର୍ଣ୍ଣ ତଥ୍ୟ ଆସିଲେ କହିବି: ମନ୍ତ୍ରୀ

ନବ ଦାସ ହତ୍ୟା ଚାର୍ଜସିଟ୍‌କୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ୍ ଦେଇଛି ସେଥିରେ ଆହୁରି ଫର୍ମାଲିଟି ଅଛି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ତଦନ୍ତ ହେଉଛି, ସଂପୂର୍ଣ୍ଣ ତଥ୍ୟ ଆସିଲା ପରେ କହିବି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes