ଷଣ୍ଢା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା

ସୋନପୁର ଜିଲ୍ଲା ବୀରମହାରାଜପୁର ଠାରୁ ସୁବଳୟା ମୁଖ୍ୟ ରାସ୍ତା ଷଣ୍ଢା ଛକ ନିକଟରେ ଆଜି ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା।

ଏଥିରେ ବାଇକ ଆରୋହୀ ସାମାନ୍ୟ ଆହତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes