ଶ୍ରୀ ରାମ ନବମୀ ଉପଲକ୍ଷେ ଚାଲିଥିବା କାର୍ଯ୍ୟକ୍ରମ ସମ୍ପନ୍ନ

ଶ୍ରୀରାମ ନବମୀ ଉପଲକ୍ଷେ କଙ୍ଗା ପଞ୍ଚାୟତ ପୂଜାରିଗୁଡ଼ା ଗ୍ରାମରେ ଗତ ୧୦ ତରିକ୍ରୁ ଆରମ୍ଭ ହୋଇଥିଲା ୯ ଦିନ ଧରି ଚାଲିଥିବା ଏକ ସ୍ବତନ୍ତ୍ର ଉତ୍ସବ ଆଜି ସମାପନ ହୋଇଛି।

ଆଜି ସକାଳ ୧୦.୦୦ରୁ କଙ୍ଗା ପଞ୍ଚାୟତରେ ବିଶାଳ ମଟର ସାଇକଲ ରାଲି ଅନୁଷ୍ଠିତ ହୋଇଥିବା ବେଳେ ଏହା ଖଇରୀମୁଣ୍ଡି ଠାରୁ ଆରମ୍ଭ ହୋଇ ଜମୁଣ୍ଡା ହୋଇ କଙ୍ଗା ପଞ୍ଚାୟତରେ ବୁଲିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes