ଶୋଇଥିବା ବେଳେ ଦଳିଦେଲା ଦନ୍ତା; ଜଣେ ମୃତ, ୩ ଗୁରୁତର

କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ପୁଜୁଗୁଡ଼ା ଗାଁରେ ଧାନ ଖଳାରେ ଶୋଇଥିବାବେଳେ ଦନ୍ତା ଦଳିଦେଇଛି।

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ବର୍ଷର ଶିଶୁ ସମେତ ୩ ଜଣ ଗୁରୁତର ଭବାନୀପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes