ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ରଥ ନିର୍ମାଣ ପାଇଁ ୧୩ ପରସ୍ତ ପୋଟଳ ସଂଯୋଗ ସମ୍ପୂର୍ଣ ହୋଇଛି ଏବଂ ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସେହିପରି ପଟା ବାଡ଼ିଆ ଓ ପ୍ରଭା ଫ୍ରେମ ନିର୍ମାଣ ଜାରୀ ରହିଛି ।
Credible Local News of Odisha