ଶୁଭେନ୍ଦୁ ପାତ୍ର ହେଲେ କନ୍ଧମାଳ ଏସପି December 30, 2022 by Rameswar mahakur ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଥିବା ବେଳେ ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳ ଏସପି ନିଯୁକ୍ତି ଦେଇଛନ୍ତି।