ପୁରୀ ବାଲିଗୁହାଳି ସ୍ଥିତ ଆଦୃତ ଶିଶୁ ସଦନରେ ଜଣେ ଜୁଭେନାଇଲ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ମାଆକୁ ପିଟି ମାରିବା ମାମଲାରେ ଶିଶୁ ସଦନରେ ରହୁଥିଲେ। ପୋଷ୍ଟମର୍ଟମ ପାଇଁ ପୁରୀ ମେଡିକାଲ୍ରେ ପ୍ରକ୍ରିୟା ଆରମ୍ଭ ହୋଇଛି।
Credible Local News of Odisha