ଶିଖରଚଣ୍ଡୀ ପାହାଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ଼ରୁ ଗତକାଲି ରାତିରେ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି l ଘଟଣାସ୍ଥଳରୁ ଏକ ବାଇକ ମଧ୍ୟ ମିଳିଛି l

ମୃତ ଯୁବକ ନନ୍ଦନକାନନ ବାଲିପଡ଼ା ଗ୍ରାମର ବାସିନ୍ଦା l ତେବେ ଘଟଣା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes