ଶିକ୍ଷାକେନ୍ଦ୍ରରେ ଅଗ୍ନି ନିୟନ୍ତ୍ରଣ ସମ୍ପର୍କରେ ସଚେତନତା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ଆଜି ଅଗ୍ନିଶମ ବିଭାଗର ପକ୍ଷରୁ ନିୟନ୍ତ୍ରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିପାଇଁ ଅଗ୍ନି ବିତ୍ପାତରୁ କିପରି ନିରାକରଣ କରିହେବ ସେନେଇ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଗ୍ନିକ ନବୀନ କୁମାର ପାତ୍ର, ଇନ୍ଦ୍ରଜିତ ବେହେରା, ଅରବିନ୍ଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes