ଶିକ୍ଷକ ବଦଳି ବାତିଲ ଦାବିରେ ୨ୟ ଦିନରେ ବି ବାରସିଂହା ପ୍ରକଳ୍ପ ବିଦ୍ୟାଳୟ ବନ୍ଦ

ଅନୁଗୋଳ ବ୍ଲକ ଅନ୍ତର୍ଗତ ବାରସିଂହା ପ୍ରକଳ୍ପ ବିଦ୍ୟାଳୟ ଶିକ୍ଷକ ବଦଳି ବାତିଲ ଦାବିରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ବନ୍ଦ ରହିଥିବା ବେଳେ କୌଣସି ଜଣେ ବି ଛାତ୍ରଙ୍କୁ ବିଦ୍ୟାଳୟ ଭିତରକୁ ଅଭିଭାବକମାନେ ଛାଡି ନାହାଁନ୍ତି।

ଆଗାମୀ ଦିନରେ ଦାବି ପୁରଣ ନହେଲେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସମୂହ ଟିସି ନେବା ପାଇଁ ଆବେଦନ କରିବେ ଏବଂ ଅନ୍ୟ ବିଦ୍ୟାଳୟକୁ ନେଇଯିବେ ବୋଲି ଅଭିଭାବକ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes