ଶିକ୍ଷକ ଦମ୍ପତିଙ୍କ ଘର ତାଲା ଭାଙ୍ଗୁଥିବା ସିସି ଟିଭିରେ କୈଦ

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବାଇପାସ ରାସ୍ତା କଡ଼ ରେ ଥିବା ଶିକ୍ଷକ ଦମ୍ପତି ବିଶ୍ୱନାଥ ମହାନ୍ତ ଓ ଦୀପ୍ତି ସାହୁ ଗୁରୁବାର ବିଦ୍ୟାଳୟ କୁ ଯାଇଥିବା ବେଳେ ଅପରାହ୍ନ ୨ ଦୁର୍ବୃତ୍ତ ଘର ମୁଖ୍ୟ ଗେଟ ର ତାଲା ଭାଙ୍ଗିଘରେ ପଶି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଶିକ୍ଷକଙ୍କ ଙ୍କ ଭଡାଘରେ ରେ ରହୁଥିବା କଲେଜ ଛାତ୍ର ମାନେ ପାଟି ତୁଣ୍ଡ କରିବାରୁ ଚୋର ମାନେ ଦୌଡ଼ି ବାଇକ ରେ ଫେରାର ହୋଇଯାଇଥିଲେ।

ମୁଖ୍ୟ ଗେଟ ର ଫାଟକ ର ଚାବି ଭାଙ୍ଗୁଥିବାର ଏହି ଦୃଶ୍ୟ ସି ସି ଟିଭିରେ କୈଦ ହୋଇଛି। ସିସି ଟିଭି ଫୁଟେଜ ଆଧାର ରେ ଚୋର କୁ ଧରିବାରେ ପୋଲିସ କୁ ସହଜ ହେବ ବୋଲି କୁହାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes