ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଚୋରୀ

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଶାସଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଭାଙ୍ଗି ଚୋରୀ ହୋଇଛି।

ଆଜି ସକାଳେ ପିଅନ ତାଲା ଖୋଲିବାକୁ ଯିବା ବେଳକୁ ତାଲା ଓ ଝରକା ଭଂଗାଯାଇଥିବା ଦେଖି ସରପଞ୍ଚଙ୍କୁ ଖବର ଦେଇଥିଲେ। ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ ଦ୍ବିବେଦୀ ସେଠାରେ ପହଁଚି କିଛି ଜିନିଷ ନଥିବା ଦେଖି ପୁଲିସ୍ ଓ ବିଡ଼ିଓଙ୍କୁ ଖବର ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes