ଶରଧାବାଲିରେ ପହଁଚିଲା ତିନି ରଥ

ରଥଯାତ୍ରାରେ ଆଜି ଭକ୍ତ ମାନେ ପ୍ରବଳ ଉତ୍ସାହରେ ତିନି ରଥ ନନ୍ଦିଘୋଷ, ତାଳଧ୍ଵଜ ଏବଂ ଦର୍ପଦଳନକୁ ଟାଣି ଟାଣି ଶରଧାବାଲିରେ ପହଞ୍ଚାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes