ଶବ ଦାହ ପାଇଁ ଯାଇ ବୈତରଣୀରେ ବୁଡ଼ି ଗଲେ ଯୁବକ

ଯାଜପୁର ଜିଲ୍ଲା ବାରୁଣୀ ଶ୍ମଶାନ ଘାଟରେ ପଡ଼ୋଶୀର ଶବ ଦାହ ବେଳେ ଅଘଟଣ ଘଟିଛି।

ଶବ ଦାହ କରି ବୈତରଣୀରେ ଗାଧୋଇବା ବେଳେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes