ଶପଥ ନେଲେ ଓଡିଶା ହାଇକୋର୍ଟର ନୂତନ ବିଚାରପତି

ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ବରିଷ୍ଠ ଆଇନଜୀବି ସଞ୍ଜୟ ମିଶ୍ର ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଇଛନ୍ତି।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୂରଲୀଧର ଏହି ଶପଥ ପାଠ କରେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes