ଶନିଶ୍ଚର ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ହାଟପଦା ନିକଟରେ ଶନିଶ୍ଚର ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି ।

ପୂଜାର୍ଚ୍ଚନା କରିଥିଲେ ଲୋକନାଥ ପୂଜାରୀ କର୍ତ୍ତା ଦାୟିତ୍ଵ ତୁଲାଇ‌ଥିଲେ ଗୈାତମ ବଘାର ଏବଂ ପତ୍ନୀ ପ୍ରଭାସୀନୀ ବଘାର ଓ ଗ୍ରାମବାସୀ ସହୋଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes