ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫେକ୍ ଆକାଉଣ୍ଟରୁ ସାଂସଦ ଅନୁଭବ ମହାନ୍ତିଙ୍କ ପାଖକୁ ହ୍ବାଟ୍ସଆପ୍ ମେସେଜ୍ ଆସିଥିବା ଅନୁଭବ ଟୁଇଟ କରି ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସିମ୍କାର୍ଡ ଜାଲିଆତି କରିଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି। ହେଲେ ଏବେ ବି ବାଚସ୍ପତିଙ୍କ ଫେକ୍ ଆକାଉଣ୍ଟ ଆକ୍ଟିଭ ରହିଛି।