ଲୁଗା ଗୋଦାମରେ ଅଗ୍ନିକାଣ୍ଡ

ଭଦ୍ରକ ଟାଉନ ଥାନା ଛକରେ ଥିବା ଏକ ଲୁଗା ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ ହୋଇଯାଇଛି।

୨ଟି ଦମକଳ ନିଆଁ ଲିଭାଉଛି। ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes