ଲାଲବହାଦୁର ଯୁବକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ଠାରେ ଲାଲବାହାଦୂର ଯୁବକ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।

ସଭାପତି ଆମ୍ବରିଶ ବାରିକଙ୍କ ସଭାପତିତ୍ବରେ ପରିବେଶ ସୁରକ୍ଷା, ପରିବେଶ ପ୍ରଦୂଷଣ ରୋକିବା ଏବଂ ବୃକ୍ଷ ରୋପଣ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes