ଲାବୋରଟରୀ ସାମଗ୍ରୀ ଯୋଗାଣକୁ ନେଇ ଟେଣ୍ତର

ସୋନପୁର ଜିଲ୍ଲା ସି.ଡି.ଏମ.ଓ କାର୍ଯ୍ଯାଳୟ ତରଫରୁ ଲାବୋରଟରୀ ସାମଗ୍ରୀ(କେମିକାଲ,ଗ୍ଳୋବସ…ଇତ୍ଯାଦି)ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୧୨ ତାରିଖ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes