ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସିଆରସିସି

କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଇଓଙ୍କ କାର୍ଯ୍ୟାଳୟର ବିଜାଘାଟି ସେକ୍ସନ ସିଆରସିସି କିଷାନ କୁମାର ସିଙ୍ଗସେଠି ଆଜି ଜଣେ ବ୍ୟକ୍ତିଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes