ମେଡିସିନ ଷ୍ଟୋର ଫାର୍ମାସିଷ୍ଟଙ୍କ ନା ବଦଳାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଖାଦ୍ୟ ସୁରକ୍ଷା କମିଶନ ଅଫିସ୍ର ସେକସନ୍ ଅଫିସର ଗିରିଜା ଦାସଙ୍କୁ ମାଡ଼ି ବସିଲା ଭିଜିଲାନ୍ସ।
ଏହା ପରେ ଗିରିଜାଙ୍କ ୨ଟି ଘରେ ଭିଜିଲାନ୍ସ ରେଡ୍ କରିଛି।
Credible Local News of Odisha