ରେଲୁଏ କାମ ପାଇଁ ପାଣି ଜମା ହେବାରୁ ବନ୍ୟା ପରିସ୍ଥିତି

ଆଜି ୫୭ ନମ୍ବର ଜାତୀୟ ରାଜପଥ ସରସରା ଠାରେ ରାସ୍ତା କଡରେ ରେଲୁଏ କାମ ଚାଲି ଥିବାରୁ ବର୍ଷା ପାଣି ଜମା ହୋଇ ବନ୍ୟାର ପରିସ୍ଥିତି ସୃଷ୍ଟି କରିଛି ।

କାରଣ କାମ କରୁଥିବା ଠିକାଦାର ପାଣି ନିଷ୍କାସନ ପାଇଁ ଥିବା ପୋଲକୁ ମାଟି ପାକାଇ ତୋପିଦେଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ଜଣାଇଲା ପରେ ଜେସିବି ଆଣି ପାଣି ନିଷ୍କାସନ କରାଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes