ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଆମରଣ ଅନଶନ

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପଛପଟ ଗେଟକୁ ସନ୍ଧ୍ୟା ୬ଟା ପରେ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି।

ପଛପଟ ଗେଟ୍ ବନ୍ଦ ରଖି ମୁଖ୍ୟ ଗେଟ୍ ଖୋଲିବାକୁ ଛାତ୍ରମାନେ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes