ରେଡ୍ ଜୋନକୁ ଫେରିଲା ପୁରୀ ଜିଲ୍ଲା July 9, 2022 by Odisha ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ରେଡ୍ ଜୋନକୁ ଫେରିଛି। ପୁରୀରେ ଟିପିଆର ୮.୧ ରହିଛି।