ବଲାଙ୍ଗିର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ର ରେଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ପରେ ଜାତୀୟ ମାନବାଧିକାର କମିଶନ ଏହି ଘଟଣାରେ କଣ କାର୍ଯ୍ୟନୁଷ୍ଠାନ ନିଆ ଯାଇଛି ଚାରି ସପ୍ତାହ ଭିତରେ ଜଣାଇବା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
Credible Local News of Odisha