ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା, ହୋଟେଲରେ ଡିଆଇଜି

ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ ସହ ୨ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ହୋଟେଲରେ ପହଞ୍ଚିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡି‌ଆଇଜି ରାଜେଶ ପଣ୍ଡିତ ଓ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା।

ଏହା ସହ ଜିଲ୍ଲା ପୁଲିସକୁ ତଦନ୍ତରେ ସହଯୋଗ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes