ରାଷ୍ଟ୍ରପତିଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ପ୍ରତିବାଦରେ ବିଧାନସଭାରେ ହଟଗୋଳ

ରାଷ୍ଟ୍ରପତିଙ୍କୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତ୍ନୀ ଭାବେ ସମ୍ବୋଧନ କରିବା ଅଶୋଭନୀୟ ବୋଲି ଦର୍ଶାଇ ଆଜି ବିଜେପି ସଦସ୍ୟ ମାନେ ବିଧାନସଭାରେ ପ୍ରବଳ ହଟଗୋଳ କରିଛନ୍ତି l
ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ 4 ଟା ସୁଦ୍ଧା ମୁଲତବୀ ରଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes