ରାଜ୍ୟ ଅଭିଲେଖାଗାରରେ ରେଭେନ୍ସା ଇତିହାସ ବିଭାଗ ଛାତ୍ରଛାତ୍ରୀ

ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଛାତ୍ରଛାତ୍ରୀ ଡକ୍ଟର ପ୍ରିୟଦର୍ଶୀ କରଙ୍କ ନେତୃତ୍ୱରେ ଆଜି ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ l

ରାଜ୍ୟ ଅଭିଲେଖାଗାର ପକ୍ଷରୁ ଅଧିକ୍ଷୀକ ଡ. ଶେଖ ସୁଲେମାନ ଅଲି ଓ ଅନ୍ୟ କର୍ମଚାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅଭିଲେଖାଗାର ବୁଲାଇ ଦେଖାଇବା ସହ ଚାଲିଥିବା କାର୍ଯ୍ୟ ଏବଂ ଡିଜିଟାଇଜେସନ ଓ ସଂଗୃହୀତ ବିରଳ ରେକର୍ଡ ସମ୍ପର୍କରେ ଆଲୋଚନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes