ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିସିଙ୍କୁ ସମ୍ବର୍ଦ୍ଧନା

ଆଜି ସମ୍ବଲପୁର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ନିରଂଜନ ବିଶିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

ଏଥିପାଇଁ ଆଦିବାସୀମାନେ ପରମ୍ପରିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଏକ ଶୋଭାଯାତ୍ରାରେ ଆସୁଥିବା ବେଳେ ପୁଲିସ ଅସ୍ତ୍ରଶସ୍ତ୍ର ଜବତ କରି ନେଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes