ରାଜ୍ୟର ୯୮% ଜଙ୍ଗଲରେ ନିଆଁ ଲିଭାଯାଇଛି: ପିସିସିଏଫ୍

୧୩ ଓ ୧୪ ତାରିଖରେ ୮୦୦-୯୦୦ ପଏଣ୍ଟରେ ନିଆଁ ଲାଗିଥିଲା, ୧୫ରେ ୪୦୦ ପଏଣ୍ଟ, ୧୬ରେ ୩୦୦ ପଏଣ୍ଟରେ ନିଆଁ ଲାଗିଥିଲା, ସମ୍ବଲପୁର ଛାଡ଼ି ବାକି ଜିଲ୍ଲାରେ ୯୮%ରୁ ଅଧିକ ଜଙ୍ଗଲରେ ନିଆଁ ଲିଭାଯାଇଛି ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes