ରାଜ୍ୟରେ 5 ଶହରୁ ଅଧିକ ନୂଆ ଡାକ୍ତରଙ୍କୁ ନିଯୁକ୍ତି

ଆଜି ରାଜ୍ୟ ସରକାର 358 ଏଲୋପାଥିକ ମେଡିକାଲ ଅଫିସର , 116 ହୋମିଓପାଥି ମେଡିକାଲ ଅଫିସର ଏବଂ 36 ଜଣ ହୋମିଓପାଥି ଲେକଚରର ଙ୍କୁ ନିଯୁକ୍ତି ମିଳିଛି l

ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ସେମାନଙ୍କୁ ଦିଗଦର୍ଶନ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes