ରାଜ୍ୟରେ ୪୮୯ କରୋନା ପଜିଟିଭ୍ ଚିହ୍ନଟ

ମୋଟ ପଜିଟିଭ ସଂଖ୍ୟା ୧୩ ଲକ୍ଷ ୪୧ ହଜାର ୨୦୧ରେ ପହଞ୍ଚିଥିବା ବେଳେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୨୬୯୭କୁ ବୃଦ୍ଧି ହୋଇଛି।

ଦିନକରେ ସୁସ୍ଥ ହୋଇଛନ୍ତି ୨୦୩ କରୋନା ଆକ୍ରାନ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes