ରାଜ୍ୟରେ ୨୪ ଘଣ୍ଟାରେ ୨୭୯ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩ ଲକ୍ଷ ୪୫ ହଜାର ୨୦୦କୁ ବୃଦ୍ଧି ହୋଇଥିବା ବେଳେ ଆକ୍ଟିଭ ସଂଖ୍ୟା ୪୦୬୬ ରହିଛି।

୧୮୭ ଜଣ ସୁସ୍ଥ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes