ରାଜ୍ୟରେ ପୁଣି ବସ ଭଡା ୨ ରୁ ୬ ପଇସା ବୃଦ୍ଧି

ରାଜ୍ୟରେ ଯାତ୍ରୀବାହୀ ବସ ଭଡା 2 ରୁ 6 ପଇସା ବୃଦ୍ଧି ହୋଇଥିବା ବସ ମାଲିକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି l

ସାଧାରଣ ବସ ଭଡା କିଲୋମିଟର ପିଛା 90 ପଇସାରୁ 92 ପଇସାକୁ, ଏକ୍ସପ୍ରେଶ ବସ 94 ପଇସାରୁ 96 ପଇସାକୁ, ଡିଲକ୍ସ ଭଡା 1 ଟଙ୍କା 31 ରୁ 1 ଟଙ୍କା 35 ପଇସାକୁ, ଏସି ଡିଲକ୍ସ ଭଡା 1 ଟଙ୍କା 59 ରୁ 1 ଟଙ୍କା 65 ପଇସାକୁ ଏବଂ ସୁପର ପ୍ରିମିୟମ ବସ ଭଡା 2 ଟଙ୍କା 47 ପଇସାରୁ 2 ଟଙ୍କା 53 ପଇସାକୁ ବୃଦ୍ଧି ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes