ରାଜ୍ୟରେ କମିଲା ବସ ଭଡା

ତେଲ ଦର ହ୍ରାସ ପାଇଥିବାରୁ ଆଜି ରାଜ୍ୟରେ ବା ଭଡା ହ୍ରାସ ପାଇଥିବା ଜଣାପଡିଛି l ଅର୍ଡିନାରୀ ବସ ଭଡା କିଲୋମିଟର ପିଛା 92 ପଇସାରୁ 89 ପଇସାକୁ ଏବଂ ଏକ୍ସପ୍ରେସ ବସ 96 ପଇସାରୁ 83 ପଇସାକୁ ହ୍ରାସ ପାଇଛି l

ଡିଲକ୍ସ ବସ 1 ଟଙ୍କା 35 ରୁ 1 ଟଙ୍କା 29, ଏସି ଡିଲକ୍ସ ବସ 1 ଟଙ୍କା 63 ରୁ 1 ଟଙ୍କା 57 ଏବଂ ସୁପର ପ୍ରିମିଅମ ବସ ଭଡା 2 ଟଙ୍କା 53 ରୁ 2 ଟଙ୍କା 44 ପଇସାକୁ ହ୍ରାସ ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes